ସର୍ବକ୍ଷମା ଯୋଜନା ୨୦ରୁ ଚଢ଼ାଉ : ଆବେଦନ ନ କଲେ ଫସିବେ

ଅଗ୍ନି ନିରାପତ୍ତା, ଅକୁପାନ୍ସି ସାର୍ଟିଫିକେଟ୍ ନ ଥିଲେ ବେଆଇନ ନିର୍ମାଣ ବୋଲି ଧରାଯିବ ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ତୃତୀୟଥର ପାଇଁ ସର୍ବକ୍ଷମା ଯୋଜନାର ଅବଧି ବଢ଼ାଇଛି। ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ସମସ୍ତ ବେଆଇନ ନିର୍ମାଣକାରୀଙ୍କୁ ‌ସେମାନଙ୍କ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। ଏହି ସମୟ ମଧ୍ୟରେ ଯେଉଁମାନେ ଆବେଦନ ନ କରିବେ, ସେମାନଙ୍କର ଘର/ପ୍ରତିଷ୍ଠାନକୁ ବିଏମ୍‌ସି/ବିଡିଏ ସିଲ୍‌ କରିବେ ନଚେତ୍ ବୁଲଡୋଜର ଲଗାଇ ଭାଙ୍ଗିବେ … Continue reading ସର୍ବକ୍ଷମା ଯୋଜନା ୨୦ରୁ ଚଢ଼ାଉ : ଆବେଦନ ନ କଲେ ଫସିବେ